ଅଷ୍ଟହନୁମାନର ସହର ସୁବର୍ଣ୍ଣପୁର

ହନୁମାନ ଜୟନ୍ତୀ ଉପଲକ୍ଷେ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଏକ ସଂସ୍କୃତି ସମ୍ପନ୍ନ ସହର ଭାବରେ ପରିଚିତ। କାହିଁ କେତେ ଦିନରୁଏହି ମାଟିରେ ଶୈବ, ଶାକ୍ତ, ବୈଷ୍ଣବଠୁ ଆରମ୍ଭ କରି ହନୁମାନ ସଂସ୍କୃତି ଯାଏଁ ଉପସାନା ହୋଇଆସୁଛି।ଏଠାରେ ବିଭିନ୍ନ ସଂସ୍କୃତିର ମହନୀୟତା ଦେଖିବାକୁ ମିଳେ। ମାରୁତୀ ନନ୍ଦନ ବୀର ହନୁମାନଙ୍କ ପୂଜା ପରମ୍ପରା ଏଠି ଖୁବ ନିଆରା। ଅନ୍ୟସବୁ ଜାଗାରେ କେବଳ ହନୁମାନ ଜୟନ୍ତୀରେ ବୀର ହନୁମାନଙ୍କର ପୂଜା ଉପାସନା କରାଯାଉଥିବାବେଳେ ଏଠି … Continue reading ଅଷ୍ଟହନୁମାନର ସହର ସୁବର୍ଣ୍ଣପୁର